Nobody Can Die in Hunger ଆସ କୃଷକ ହେବା, ମାଟିର ଋଣ ପରିଶୋଧ କରିବା | Milaap
Nobody Can Die in Hunger ଆସ କୃଷକ ହେବା, ମାଟିର ଋଣ ପରିଶୋଧ କରିବା
  • SK

    Created by

    SAMEER KUMAR BISWAL
  • F

    This fundraiser will benefit

    Farmers

    from Jajpur, Odisha

Become an angel for farmers

ରାଷ୍ଟ୍ର ନିର୍ମାଣରେ ନିଜର ଯୋଗଦାନ ଦିଅନ୍ତୁ, ଜୟ କିଷାନ 

Farming Land Fencing = 80,000/-

Farm House Making = 80,000/-

Cowshed Making =60,000/-

Duck Farming =20,000/-

Mushroom Farming =10,000/-

Goat Farm Build =20,000/-

Fish Farming =20,000/-

Fruit & Vegitable Farming =30,000/-

Land Cultivation & Vermi Compost =30,000/-

Farmer Health & Welfare =50,000/-

Electricity Bill =50,000/-

Electric Pump =10,000/-

Cow =80,000/-

Goat =40,000/-

Water Tank =20,000/-

Duck =5000/-

Poultry Farm =20,000/-

Farming Equipment =20,000/-

Visitor Staying Room =50,000/-

Save the life of farmer before he commits suicide.

Please donate something. Your donation save the life of farmers. Please share it or Forward it. Thanks.

Donor may Visit & Stay in our Farming Site.

Farmers are facing water problem in farming land. Your fund will save farmers life. They are depends only farming, do not have enough money to survive his life. They are doing suicides because of monsoon failure, water problem, climate change, high debt burdens, mental health etc.

With your help we will encourage indigenous cow breeding, indigenous poultry farming, goat farming, mushroom farming, honey farming, duck farming, fish farming, fruit and vegetable farming.

Environment! "Everywhere you look today, the tide of protectionist sentiment is flowing. But we must always keep in mind that our responsibility is to keep the environment healthy. The current climate, the situation, the best way of life and the negativity of the best human beings are slowly polluting our environment. One of man's best friends is the tree, which in many ways helps him with his joys and sorrows. So it is best to plant a tree whenever it is convenient. 

Our forefathers farmed by organic manure and fertilizer and remained healthy for 100 years. However, in the name of the Green Revolution, large quantities of chemical fertilizers were used to produce more. "Gradually, as soil fertility decreases, so does the amount of water in the soil, as well as the soil's immunity, and the environment becomes polluted, and we become more vulnerable to food poisoning and ecosystems." The time has come.
 
Our agronomists and farmers have the idea that there will be no more harvest without chemical fertilizers. But organic farmers say from their experience that if they continue to cultivate with organic fertilizer and manure, they will lose 1 acre. Up to 25 quintals of paddy can be harvested.
Applying a variety of manure to cow dung and cow dung will help increase yields as well as eat healthier foods and build a healthier society.


If you have a native cow, you can cultivate everything on 1 acres of land.

ଆପଣଙ୍କ ସାହାଯ୍ୟ ଦ୍ୱାରା ଦେଶୀ ଗାଈ ପାଳନ, ଦେଶୀ କୁକୁଡ଼ା ଚାଷ, ଛେଳି ଚାଷ,ଛତୁ ଚାଷ, ମହୁ ଚାଷ, ବତକ ପାଳନ,ମାଛ ଚାଷ, ଫଳ ପନିପରିବା ଚାଷ କୁ ପ୍ରୋତ୍ସାହନ ଦେଵ l ଆପଣଙ୍କ ପାଖରେ ଆମେ ଚିରଋଣୀ ହୋଇ ରହିବୁ 🙏

हम स्वदेशी गाय पालन, देशी मुर्गी पालन, बकरी पालन, मशरूम की खेती, शहद की खेती, बत्तख पालन, मछली पालन, फल और सब्जी की खेती को प्रोत्साहित करेंगे l

🙏

ପରିବେଶ ! ଆମ ଜୀବନଧାରା ସହ ଅଙ୍ଗାଙ୍ଗୀ ଭାବରେ ଜଡିତ I ଈଶ୍ୱରଙ୍କ ସୃଷ୍ଟିର ସମସ୍ତ ପ୍ରାଣୀଙ୍କ ଜୀବନରେ ସୁସ୍ଥ ପରିବେଶର ଗୁରୁତ୍ୱ ନିଶ୍ଚିତ ଭାବରେ ରହିଛି I ତେବେ ପରିବେଶ ଯାହା ବି ହେଉ ଆମକୁ ରହିବାକୁ ତ ପଡିବ। କିନ୍ତୁ ଆମେ ସବୁବେଳେ ଭାବିବା ଦରକାର ପରିବେଶକୁ ସୁସ୍ଥ ରଖିବାର ଦାୟିତ୍ୱ ଆମର । ବର୍ତ୍ତମାନର ବଦଳୁଥିବା ପାଣିପାଗ, ପରିସ୍ଥିତି, ଶ୍ରେଷ୍ଠ ଜୀବ ମଣିଷର ବର୍ତ୍ତମାନର ଜୀବନଶୈଳୀ ତଥା ଅପରିଣାମଦର୍ଶିତା ପାଇଁ ଧୀରେ ଧୀରେ ଆମର ପରିବେଶ ପ୍ରଦୂଷିତ ହେବାରେ ଲାଗିଛି I ପରିବେଶକୁ ସବୁଜ ସୁନ୍ଦର ରଖିବାରେ ଗଛ ର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ I ମଣିଷର ଗୋଟିଏ ବହୁତ ଭଲ ବନ୍ଧୁ ହେଉଛି ଗଛ, ଯିଏ ବିଭିନ୍ନ ଉପାୟରେ ତା'ର ସୁଖ ଦୁଃଖରେ ତାକୁ ସାହାଯ୍ୟ କରେ । ତେଣୁ ଯାହାକୁ ଯେବେ ବି ସୁବିଧା ମିଳିବ ଗଛଟିଏ ଲଗେଇ ବଢ଼େଇଲେ ଭଲ।
  ପରିବେଶ, ପରିସ୍ଥିତି, ସମାଜ ଆଦିରେ ସଚେତନତା ଆଣିବା ପାଇଁ, ବିଭିନ୍ନ କାମ କରିବା ପାଇଁ ଚେଷ୍ଟା ଜାରି ରଖିବି ମୁଁ ଓ ମୋ ସହିତ ମିଶି କାମ କରୁଥିବା କୃଷକ ମାନେ...


Save trees 🌳 .🌿ଗୋଟିଏ ଦେଶୀ ଗାଇ ଥିଲେ ୧ ଏକର ଜମିରେ ସବୁ ପ୍ରକାର ଚାଷ ହୋଇ ପାରିବ🌿

ଆମ ପୁର୍ବ ପୁରୁଷମାନେ ଜୈବିକ ଖତ ଓ ସାର ଦେଇ ଚାଷବାସ କରି ସ୍ବସ୍ଥରେ ରହି ୧୦୦ବର୍ଷ ପର୍ୟ୍ଯନ୍ତ ବଞ୍ଚି ରହୁଥିଲେ । ମାତ୍ର ସବୁଜ ବିପ୍ଳବ ନାମରେ ଅଧିକ ଅମଳ କରିବା ନିମନ୍ତେ ରାସାୟନିକ ସାରର ବହୁଳ ପରିମାଣରେ ବ୍ୟବହାର ହେଲା ପ୍ରଥମେ ପ୍ରଥମେ ଅଧିକ ଅମଳ ହେଲା। ମାତ୍ର ଧୀରେ ଧିରେ ମାଟିର ଉର୍ବରତା କମି କମି ଯିବା ଫଳରେ ମାଟି ମା"ର ଜଳଧାରଣା ଶକ୍ତି କମିବା ସଂଗେ ସଂଗେ ମାଟିର ରୋଗ ପ୍ରତିରୋଧକ ଶକ୍ତି କମିଯାଉଛି ପୁଣି ପରିବେଶ ଦୂଷିତ ହେବା ସଂଗେ ସଂଗେ ଆମେ ବିଷାକ୍ତ ଖାଦ୍ୟ ଖାଇ ନାନା ରୋଗରେ ପଡି ଛଟପଟ ହେଉଛୁ । ଏଣୁ ବର୍ତ୍ତମାନ ଜୈବିକ ଚାଷ କରି ପରିବେଶ ସୁରକ୍ଷା କରି ଜୀବଜଗତକୁ ସୁରକ୍ଷା ଦେବାର ସମୟ ଆସିଛି ।  

ଆମ କୃଷି ବିଜ୍ଞାନୀ ଓ ଚାଷୀମାନଙ୍କର ଧାରଣା ରହିଛି ଯେ ରାସାୟନିକ ସାର ନ ଦେଇ ଅଧିକ ଅମଳ ହେବନାହିଁ । ମାତ୍ର ଜୈବିକ ଚାଷୀମାନେ ତାଙ୍କ ଅନୁଭୁତିରୁ କହୁଛନ୍ତି ଯେ ଯଦି ଲଗାତାର ଜୈବିକ ସାର ଓ ଖତ ଦେଇ ଚାଷ କରିବେ ତେବେ ୧ଏକର ପିଛା
୨୫ କ୍ବିଣ୍ଟାଲ ପର୍ୟ୍ଯନ୍ତ ଧାନ ଅମଳ କରିପାରିବେ।

ରାସାୟନିକ ସାର ଓ ବିଷ ପ୍ରଯୋଗ ଫଳରେ
 ମାଟି, ଜଳ, ଓ ପବନ ସବୁ ଦୂଷିତ ହେଉଛି ।
 ଉପକାରୀ କୀଟ ପତଙ୍ଗ ନଷ୍ଟ ହେଉଛନ୍ତି । କେବଳ ଜୈବିକ ଚାଷ କଲେ "ଚଷା ଲକ୍ଷେ ଜୀବ ପୋଷା" କଥାଟି ସାର୍ଥକ ହେବ ।  ସବୁ ସମ୍ଭବ । ମାଟି ମା"କୁ ଭଲ ପାଇବା ଶିଖନ୍ତୁ ଦେଖିବେ ସେ ସୂନା ସେ ସୂନାର ଫସଲ ଫଳାଇବ । ଦେଶୀ ଗାଇ କ୍ଷୀର ଖାଇଲେ ପରିବାରର ପିଲାମାନେ ସ୍ବସ୍ଥ ରହିବେ ।
ଦେଶୀ ଗାଇର ଗୋବର ଓ ଗୋମୂତ୍ରରେ ବିଭିନ୍ନ ପ୍ରକାର ଖତ କରି ପ୍ରୟୋଗ କଲେ ଅଧିକ ଅମଳ ପାଇବା ସଂଗେ ସଂଗେ ବିଷମୁକ୍ତ ଖାଦ୍ୟ ଖାଇ ନିରୋଗରେ ସ୍ବସ୍ଥ ସମାଜ ଗଠନ କରିବାରେ ସହାୟକ ହେବ l

Read More

Know someone in need of funds? Refer to us
support