ରାଜେଶ କୁମାର ଭୋଇ, ସାତପୁରୀ, ନିମାପଡା, ବୟସ ୨୩ ବର୍ଷ ଫୁସଫୁସ ରେ ପାଣି ଜମା ହେବା କାରଣ ରୁ ନିମୋନିଆ ରେ ଆକ୍ରାନ୍ତ , ଫୁସଫୁସ ସଂକ୍ରମଣ ଏବଂ ହୃଦୟ ସଂକ୍ରମଣ ହୋଇ ଭୁବନେଶ୍ୱର ସ୍ଥିତ ସମ୍ ମେଡିକାଲ ରେ ଚିକିତ୍ସାଧୀନ ।
ରାଷନ କାର୍ଡ ରେ ତୃଟି କାରଣରୁ ସେ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନରେ ଉପକୃତ ହେବା ସମ୍ଭବପର ନୁହେଁ ।
ଆଇସିୟୁ ଖର୍ଚ୍ଚ ବାବଦକୁ ଦୈନିକ ୨୫ ହଜାରରୁ ଉର୍ଦ୍ଧ୍ବ ଟଙ୍କା ର ଆବଶ୍ୟକତା ରହିଥିବା ସମୟରେ ସେ ଏହି ଖର୍ଚ୍ଚ ବହନ କରିବାକୁ ଅସମର୍ଥ ।
ଯଦି ମାନଙ୍କ ସହଯୋଗ ରହିବ ଏହି ଯୁବକ ଜଣଙ୍କ ଆବଶ୍ୟକୀୟ ଚିକିତ୍ସା ପାଇ ପାରନ୍ତେ ।
ପ୍ରତ୍ୟେକ ଟି ଟଙ୍କା ମୂଲ୍ୟବାନ
Contact-8260424914, 9937823313

Rajesh Kumar Vhoi, Satpuri, Nimapada, 23 years old, is undergoing treatment at Sam Medical College in Bhubaneswar for pneumonia, lung infection and heart attack due to accumulation of water in his lungs. It is not possible for him to benefit from the Biju Health Insurance Scheme due to an error in the ration card. He is unable to cover the cost of the ICU, which requires more than Rs 25,000 a day. The young man could have received the necessary treatment if he had cooperated. Every penny is worth it