Support Goutam To Recover From Accidental Spinal Cord | Milaap
Support Goutam To Recover From Accidental Spinal Cord Injuries
  • GP

    Created by

    G.P Pradhan
  • G

    This fundraiser will benefit

    Goutam

    from Puri, Odisha

 I am here to raise the fund for a young guy from my village. Life would be never before for 35 years Goutam Behera after he accidentally fell down from the rooftop of his house, Goutam is working as a sells man in a local shop. Goutam lives in Jillinda, Narasinghpur, Cuttack, Odisha with his spouse, 3-year-old daughter, and old parents. 

He is the only earning person in his family, He met with this accident in 2019 with severe spinal cord injuries, He got operated on at Rudra Hospital, Cuttack in 2019. Until now, we've spent about Rs.300000. We've arranged the amount from taking loans from different people. Not able to visit the doctor for further treatment due to financial condition and bedridden since 2019. 

In the next few days, we need Rs.2,00,000.00 more for further treatment. Please come forward to support my cause. Any contribution will be of immense help. Do contribute and share this campaign link with your friends and family.

ନରସିଂହପୁର ବ୍ଲକ ଅନ୍ତର୍ଗତ ଜିଲିଣ୍ଡା ଜଗନ୍ନାଥପୁର ଗ୍ରାମର ଗୌତମ ବେହେରାଙ୍କର ଚିକିତ୍ସାରେ ଅର୍ଥ ସାଜିଛି ବାଧକ ଅର୍ଥ ଅଭାବରୁ ଗତ ତିନି ବର୍ଷ ହେବ ଶଯ୍ୟାଶାୟୀ ହୋଇ ପଡିରହିଛନ୍ତି। ନାଁ ମିଳୁଛି ସରକାରୀ ସହାୟତା ନାଁ ମିଳୁଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ, ଗୈାତମ ଙ୍କ ପରିବାର  କହିଲେ ପତ୍ନୀ ତିନି ବର୍ଷର ଗୋଟିଏ ଝିଅ ଏବଂ ବୃଦ୍ଧ ବାପା ଓ ମା  ଗୌତମ ପୂର୍ବରୁ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ ସେଥିରୁ ଯାହାକିଛି ମିଳୁଥିଲା କଷ୍ଟେମଷ୍ଟେ ସଂସାର ରଥ ଚାଲୁଥିଲା କିନ୍ତୁ ପରିବାରରେ ହଠାତ ମାଡ଼ି ଆସିଲା କଳାବାଦଲ ଛାତ ରୁ ପଡ଼ି ଯିବାରୁ ଗୌତମ ଙ୍କ ଅଣ୍ଟା ମେରୁଦଣ୍ଡରେ ଗୁରୁତର ଆଘାତ ଲାଗିଥିଲା ଧାର କରଜ କରି ତିନି ଲକ୍ଷ ଟଙ୍କା ଖର୍ଚ୍ଚ କରି ଚିକିତ୍ସା କରାଇଥିଲେ ମଧ୍ୟ ସୁସ୍ଥ ହୋଇ ପାରି ନଥିଲେ। ଅର୍ଥ ଅଭାବରୁ ଚିକିତ୍ସା ହୋଇ ପାରୁନି ପରିବାର ର ରୋଜଗାରିଆ ପୁଅ ବର୍ତ୍ତମାନ ତିନି ବର୍ଷ ହେବ ହେବ ଶଯ୍ୟାଶାୟୀ ହୋଇ ପଡ଼ିଥିବା ବେଳେ ବୟସ ର ଅପରାହ୍ନରେ ପହଞ୍ଚି ଥିବା ବାପା ଙ୍କ କାନ୍ଧରେ ପରିବାର ବୋଝ ଚାଷବାସ ମୂଲମଜୁରୀ କଲେ ପରିବାର ଚଳେ କେମିତି କରିବେ ପୁଅର ଚିକିତ୍ସା କେଉଁଠୁ ଆନିବେ ଟଙ୍କା କେମିତି ଚଳିବ ପରିବାର ସେହି ଚିନ୍ତାରେ ଆଖୀକୁ ନିଦ ହେଉନାହିଁ।
ପରିବାରର ଆର୍ଥିକ ରୋଜଗାର ନଥିବାରୁ ପରିବାର ଚଳିବା କଷ୍ଟକର ହୋଇପଡିଛି।
ଆପଣଙ୍କ ର ଛୋଟ ସା‌ହାଯ୍ୟ ଗୋଟିଏ ପରିବାରର ଖୁସି ଫେରାଇ ଆଣିବ, ନିଜେ ସାହାଯ୍ୟ କରିବା ସହିତ ଅନ୍ୟ ମାନଙ୍କୁ ସେୟାର କରନ୍ତୁ।

Read More

Know someone in need of funds? Refer to us
support