My name is Durga Madhab Panigrahy, I am here to raise funds for my friend, Naba Nahak 27 years old from Ganjam, he is suffering from Bone cancer and receiving chemotherapy at coastal hospital, Visakhapatnam, until now he spent 7 lakh and we need 20 lakh for the treatment, please come forward to support my cause, kindly donate and share this campaign with your friends and family.
ଆଖିରେ ଆଖିଏ ଲୁହ, ଛାତିରେ ଛାତିଏ କୋହ ।
କେତେ କଷ୍ଟ ହୁଏ ଯେବେ ଘରର ଏକ ମାତ୍ର ପୁଅ ଶଯ୍ୟାଶାୟୀ ହୋଇପଡ଼େ । ଅପରେସନ୍ ପାଇଁ ହାତରେ ଆଉ ମାତ୍ର ୫ ଦିନ, ବିଧାତାକୁ ଅନେଇ କିଛି ଚମକ୍ରାରକୁ ଚାହିଁ ବସିଛି ଏ ଅସହାୟ ପରିବାର । କାରଣ ବିବାହର ପାଂଚ ମାସ ପରେ ବୋନ୍ କ୍ୟାନସର ରୋଗରେ ବେଡରେ ପଡ଼ି ଛଟପଟ ହେଉଛନ୍ତି । କାନ୍ଦୁଛି ଜନ୍ମକଲା ମା’ ଲୁହ ଝରାଇ କାକୁତିମିନତି ହେଉଛି ଅଗ୍ନିକୁ ସାକ୍ଷୀ ରଖି ହାତ ଧରିଥିବା ଧର୍ମପତ୍ନୀ । ମା’ କହୁଛି ମୋ ପୁଅକୁ ବଞ୍ଚାଇ ଦିଅ, ସ୍ତ୍ରୀ କହୁଛି ସାହାଯ୍ୟ କଲେ ମୋ ସିନ୍ଦୂର ବଞ୍ଚିବ।ଗଞ୍ଜାମ ଏନଏସି ୯ ନମ୍ବର ଓାର୍ଡ ବରପାଲ୍ଲୀ ଗ୍ରାମର ରବି ନାହକଙ୍କ ପୁଅ ନବଘନ ନାହାକ । ଦିନ ମଜୁରିଆ ଭାବେ ପରିବାର ପ୍ରତିପୋଷଣ କରୁଥିଲେ । ବିବାହର ୫ ମାସ ପରେ ପରେ ଗୋଡରେ ଯନ୍ତ୍ରଣା ହେବାରୁ ମେଡିକାଲରେ ଦେଖାଇଥିଲେ । ବିଭିନ୍ନ ମେଡିକାଲରେ ଚିକିତ୍ସା ପରେ ଜାଣିବାକୁ ପାଇଥିଲେ ତାଙ୍କୁ ବୋନ କ୍ୟାନସର ହୋଇଛି । ଶେଷରେ ବିଶାଖାପାଟଣା କୋଷ୍ଟାଲ ମେଡକାଲ ଯାଇ ଚିକିତ୍ସିତ ହୋଇଥିଲେ । ଜମା ପୁଞ୍ଜି ସହ ପୈତୃକ ଜମିକୁ ବିକି ଚିକିତ୍ସା ଖର୍ଚରେ ଲଗାଇଥିଲେ ହେଲେ ସମ୍ପୁର୍ଣ୍ଣ ଚିକିତ୍ସା ହୋଇପାରିନଥିଲା । ଏବେ ଟଙ୍କା ପାଇଁ ଅଧାରେ ଅଟକି ରହିଛି ଅସ୍ତୋପଚାର । ଆଉ ଘରର ଏକମାତ୍ର ଭରସା ପାଇଁ ଉଭୟ ମା’ ଓ ସ୍ତ୍ରୀ ଆକୁଳ ନିବେଦନ କରୁଛନ୍ତି ।
ନବଙ୍କ ଅସ୍ତୋପଚାର ପାଇଁ ୨୦ ଲକ୍ଷ ଆବଶ୍ୟକ ହେଉଥିବା ବେଳେ ଅର୍ଥ ଅଭାବରୁ ମେଡିକାଲରୁ ଆସି ଘରେ ଶଯ୍ୟାସାୟୀ ଅଛନ୍ତି । ପରିବାରର ଏକମାତ୍ର ରୋଜଗାରିଆ ପୁଅର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ଏବେ ପରିବାର ପେଟ ପାଟଣା ପାଇଁ ହିନସ୍ତା ହେଉଛି । ସପଟେ ବୋଝ ଉପରେ ନଳିତା ବିଡ଼ା ପରି ଦୁଃଖ ମାଡ଼ି ବସିଥିବାରୁ ପୁଅ ପାଇଁ ଉପଯୁକ୍ତ ଔଷଧ କିଣିପାରୁନାହାନ୍ତି ବାପା ମା ।
ବୋନ୍ କ୍ୟାନସରର ଅସ୍ତ୍ରପୋଚାର ପାଇଁ ହାତରେ ମାତ୍ର ୭ ଦିନ ଥିବାବେଳେ ସହାୟତା ଅପେକ୍ଷାରେ ପୂରା ପରିବାର । ଆର୍ଥିକ ସହାୟତା ପାଇଁ ଅପିଲ କରୁଛନ୍ତି ବିଭିନ୍ନ ସ୍ଵଛାସେବୀ ବୃନ୍ଦ।