Support Madhabananda Patra To Recover From Cancer | Milaap
Support Madhabananda Patra To Recover From Cancer
1%
Raised
Rs.500
of Rs.25,00,000
1 supporter
  • Suryamani

    Created by

    Suryamani Kar
  • MP

    This fundraiser will benefit

    Madhabananda Patra

    from Silandi, Bhadrak, Odisha

Story

Hi everyone,

My name is Suryamani Kar  and I am looking to raise funds for Madhabananda Patra. Madhabananda is 36 years old and a resident of my village Silandi, Bhadrak, Odisha with his parents, spouse and children. He is such a nice person. For the past year, he has been undergoing treatment for his cancer. However, the cancer has spread significantly to parts of his body. To save Madhabananda, the doctor decided his tongue would be cut by surgery to avoid further spread. Even after cutting the tongue, the cancer has continued to spread and stay in his body.

Madhabananda is currently being treated in AIIMS Delhi for Stage 3 Cancer. His treatment requires more money, however his expenses in the past year for previous treatments have created a financial obstacle. Family members have tried selling land and borrowing money, but they have run out of choices and are unable to continue with Madhabananda's cancer treatment. His father, Sashikanta Patra, is struggling to make ends meet within the home and also provide the money for his son’s treatment. The Patra family does not want to lose their son.

During this tough time, I am reaching out to ask you to help save Madhabananda Patra. In the next 30-90 days, we need to raise 25 lakhs to continue his treatment. Any contribution helps immensely. Please contribute in any capacity and share this campaign link with your friends and family.


ପ୍ରିୟର ବନ୍ଧୁମାନେ......
ବିଗତ ଦିନରେ ସାମାଜିକ ଗଣମାଧ୍ୟମ ରେ ଅସହାୟ ହୋଇପଡିଥିବା, ପରିବାରକୁ ସହାଯ୍ୟ କରି ଜିବନର ନୂଆ ଆଶା ଓ ବଞ୍ଚିବାର ନୂଆ ଦିଶା ଦେଖେଇଛନ୍ତି।ଆପଣ ମାନଙ୍କର ଅପାର କରୁଣା ଯାହା ଯାହା ଉପରେ ପଡ଼ିଛି ତା ଜିବନରେ ନୂତନ ସୂର୍ଯ୍ୟ ଉଦୟ ହୋଇଛି ଓ ପରିବାର ଦୁଃଖର ଦରିଆ ଭିତରୁ ବାହାରି ଆନନ୍ଦ ର ପର୍ବତ ଆଡକୁ ଧିରେ ଧିରେ ପ୍ରବେଶ କରିଛନ୍ତି, ବସନ୍ତିଆ ପଞ୍ଚାୟତ ର ସିଲନ୍ଦି ଗ୍ରାମର ଶଶିକାନ୍ତ ପାତ୍ରଙ୍କ ପୁଅ #ମାଧବାନନ୍ଦ_ପାତ୍ର ଏକ ବର୍ଷ ହେଲା  କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି କିନ୍ତୁ କର୍କଟ ଜୀବାଣୁ  ତାଙ୍କ ଦେହର କିଛି ଅଂଶ ରେ କାୟା ବିସ୍ତାର କରି ସାରିଥିଲା, #ମାଧବାନନ୍ଦଙ୍କୁ ବଞ୍ଚେଇବା ପାଇଁ ଡକ୍ଟର ସିଦ୍ଧାନ୍ତ କଲେ ଯେ ତାଙ୍କର ଜିଭକୁ ଅସ୍ତ୍ରୋପଚାର କରି କାଟି ଦିଆ ଯିବ।ହେଲେ ଜିଭ କାଟିବା ପରେ ଭି ଜୀବାଣୁ ଟି ତାଙ୍କ ଦେହରେ ରହି ଫୁଣି ଆଉଥରେ କାୟା ବିସ୍ତାର କଲା ,ଏବେ ସେ ଦିଲ୍ଲୀସ୍ଥିତ AIIMS ଚିକିତ୍ସିତ ହେଉଛନ୍ତି,ଏବେ ତାଙ୍କର ଚିକିତ୍ସା ପାଇଁ ପ୍ରତିଦିନ ଅଧିକରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି, ତାଙ୍କର ଯାହା  ସମ୍ଭଳ ଥିଲା ସେ ସବୁ  ସାରି ଦେଲେଣି,ଆପଣ ମାନେ ବିଗତ ଦିନରେ ଯେମିତି ଅସହାୟ ପରିବାରକୁ ସାହାଯ୍ୟ ରେ ହାତ ବଢ଼େଇ ଛନ୍ତି ସେମିତି #ମାଧବାନନ୍ଦ_ପାତ୍ର ଙ୍କୁ ସାହାଯ୍ୟ ରେ ହାତ ବଢେ଼ଇବା। ଆପଣଙ୍କର ଏ ଟଙ୍କା ବି ସେ ପରିବାର ପାଇଁ ମୂଲ୍ୟବାନ।

Read More

Know someone in need of funds for a medical emergency? Refer to us
support