SUPPORT FOR BUILD A TEMPLE OF LORD MAHADEV | Milaap
SUPPORT FOR BUILD A TEMPLE OF LORD MAHADEV
1%
Raised
Rs.100
of Rs.3,00,000
1 supporter
  • H

    Created by

    Hhghhhgggh
  • MA

    This fundraiser will benefit

    MAA AMBESWARI CLUB

    from Kendrapara, Odisha

Story

ମହାନ ଦାତା,,
ଦାନ ଦେବାପୂର୍ବରୁ ଦୟାକରି ନିମ୍ନ ବିଷୟ ପ୍ରତି ଆପଣ ମାନଙ୍କର ଦୃଷ୍ଟି ଆକର୍ଷଣ କରିବାଲାଗି ଅନୁରୋଧ .
ପ୍ରସନ୍ନ କୁମାର ଦାସ ( ସମ୍ପାଦକ ମା ଆମ୍ବେଶ୍ଵରୀ କ୍ଲବ ,, ନୀଳାଦ୍ରିପୁର , କେନ୍ଦ୍ରାପଡ଼ା ,ଓଡ଼ିଶା ,୭୫୪୨୧୨ ।
ଆମ ଗ୍ରାମ ନୀଳାଦ୍ରିପୁରରେ ଦୀର୍ଘ ଦିନରୁ ଭଗବାନ ଶିବଙ୍କର ପ୍ରତିମା ଏକ ବେଲଗଛ ମୂଳରେ ପୂଜା ପାଉଥିଲେ । ସେଥିପାଇଁ ଆମ ଗ୍ରାମବାସୀମାନେ ଏକ ସଭାର ଆୟୋଜନ କରି ଭଗବାନ ଶିବଙ୍କୁ କିପରି ଏକ ମନ୍ଦିର ମଧ୍ୟରେ ସ୍ଥାପନା କରାଯିବ ଓ ମନ୍ଦିର ନିର୍ମାଣ ଲାଗି କିପରି ପାଣ୍ଠି ସଂଗ୍ରହ କରାଯିବ ,, ସେ ବିଷୟରେ ଏକ ଆଲୋଚନା ହେଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଯେତିକି ପାଣ୍ଠି ସଂଗୃହୀତ କରାଗଲା ତାହା ମନ୍ଦିର ଫାଉନ୍ଡେଶନ କୁ ମଧ୍ୟ ନିଅଣ୍ଟ ପଡିଲା ,,, ସେଥିଲାଗି ମା ଆମ୍ବେଶ୍ଵରୀ କ୍ଲବ ତରଫରୁ ଏକ ଛୋଟିଆ ପ୍ରୟାସ ,,, ଯଦି ଆପଣ ମାନଙ୍କ ପରି ଦାତାମାନେ ଟିକେ ସାହାଜ୍ୟର ହାତ ବଢେଇବେ ତେବେ ଭଗବାନ ଶିବଙ୍କର ମନ୍ଦିର ତୋଳାଯାଇପାରନ୍ତା ।
ଆପଣମାନଙ୍କର ସାହାଜ୍ୟ ଅପେକ୍ଷାରେ

Great donor, please donate before you donate. Prasanna Kumar Das (Editor Maa Ambeshwari Club, Niladripur, Kendrapara, Odisha, 758122. In our village Niladripur, a long-standing idol of Lord Shiva was worshiped at the base of a Belga tree. There was a discussion on how to raise funds for it, but unfortunately the amount of money raised also fell short of the temple foundation,,,,,,,,,,,,,,,,, If possible, the temple of Lord Shiva could be built.

MAA AMBESWARI CLUB & LIBRARY


DONATE NOW

Read More

Know a similar organisation in need of funds? Refer an NGO
support