Help Bharat Jena fight Against covid-19 pls Help🙏🙏 | Milaap
Help Bharat Jena fight Against covid-19 pls Help🙏🙏
1%
Raised
Rs.2,000
of Rs.1,00,00,000
7 supporters
  • A

    Created by

    Jeevan jyoti Sangathana
  • BJ

    This fundraiser will benefit

    BHARAT JENA

    from Bhadrak, Odisha

Story

ଆମେ ଜୀବନ ଜ୍ୟୋତି ସଂଗଠନ ର କର୍ମକର୍ତ୍ତା ଆଜି ଆପଣମାନେ ଯେଉଁ ରୋଗୀଙ୍କୁ ଦେଖୁଛନ୍ତି ତାଙ୍କର ନାମ ଶ୍ରୀ ଭରତ ଚନ୍ଦ୍ର ଜେନା ,ଘର ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ତାଳପଦା ଗ୍ରାମର | ପେସାରେ ସେ ଜଣେ ଅଟୋ ଡ୍ରାଇଭର ଅଟୋ ଚଲାଇ ନିଜ ପରିବାରର ଭରଣପୋଷଣ କରନ୍ତି ସେ ଅତ୍ୟନ୍ତ ଗରିବଶ୍ରେଣୀ ର ଲୋକ ନିଜ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଥିଲେ ଗତ କିଛିଦିନ ହେବ ସେ କୋଭିଡ଼ ରେ ଆକ୍ରାନ୍ତ ହୋଇ ପ୍ରଥମେ ଭଦ୍ରକ ଏବଂ ତା'ପରେ କଟକ ରୁଦ୍ର ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ICU BED no-12 re ଭେଣ୍ଟିଲେଟର ରେ ଅଛନ୍ତି  | ଡକ୍ଟର କହୁଛନ୍ତି ତାଙ୍କ 80% lungs Damage ECMO treatment ଦରକାର  ସେଥିପାଇଁ ବହୁତ ଅର୍ଥର ଆବଶ୍ୟକ ପଡୁଛି ପାଖାପାଖି 50ଲକ୍ଷ ରୁ 1କୋଟି । ହେଲେ ସେ ଜଣେ ଅତ୍ୟନ୍ତ ଗରିବଶ୍ରେଣୀ ର ଲୋକ ଅଟୋ ଗଡ଼ିଲେ ତା ଦିଓଳି ଖାଇବାକୁ ମିଳେ ହେଲେ ବର୍ତ୍ତମାନ ପରିସ୍ଥିତିରେ ଏତେ ଅର୍ଥ ଆସିବ କେଉଁଠୁ ଆମ ସଂଗଠନ ତରଫରୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଏହି ଅସହାୟ ମଣିଷକୁ କିଛି ଆର୍ଥିକ ସହଯୋଗ କରିବେ🙏🙏🙏  | ଆପଣମାନଙ୍କ ଛୋଟ ସାହାର୍ଯ୍ୟ ଗୋଟେ ସ୍ତ୍ରୀ କୁ ତାର ସିନ୍ଦୁର ଫେରେଇଦେବ ଆଉ ଦୁଇ ପିଲା ବାପା ଛେଉଣ୍ଡ ହେବାରୁ ବଞ୍ଚିତ ହେବେ,ପ୍ରଭୁ ଜଗନ୍ନାଥଙ୍କ ପାଖରେ ଆମେ ପାର୍ଥନା କରୁଛୁ ତାଙ୍କୁ ଶୀଘ୍ର ଭଲ କରିଦିଅନ୍ତୁ🙏🙏

The patient named as Bharat chandra Jena is severely infected with covid, and under treatment at Rudra Hospital cuttack,odisha. since past 3 weeks As per the Doctors covid caused chronic damage to his lungs(80%),He is now in ventilator battling for life . He is very poor Auto driver residing in Bhadrak district ,Tihidi Block,Talapada village having two small children , He is the only source of income to the family. Now ECMO treatment much needed for him for this treatment about 50k-1cr money required but he is not able to arrange such vast money for his treatment ,we don't know how many days he needs to get recover . We are Hopeless at this point please show your generosity and help Bharat for his speedy recovery🙏🙏🙏 pls help
Bharat jena


Read More

Know someone in need of funds for a medical emergency? Refer to us
support